Education In A Shambles In Odisha Govt Schools

12 thoughts on “Education In A Shambles In Odisha Govt Schools

  1. rajya sarkar sabu sarkari school ku facility jogie dechanti jadi aie sabu school re se sabu facility phanchi pari nahi rajya sarkar turanta aethi prati dhanya debe.

  2. ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଏବଂ ଅବ୍ୟବ୍ୟବସ୍ଥା ଅବସ୍ଥାରେ ଥିବା ବିଦ୍ୟାଳୟ ଗୁଡିକୁ ରାଜ୍ୟ ସରକାର ଶୀଘ୍ର ସମାଧାନ କରିବେ ବୋଲି ଆମର ବିସ୍ଵାଶ |

  3. Govt is trying its best to improve the conditions of govt schools n education is being developed gradually

  4. ରାଜ୍ୟସରକାର ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ କ୍ଷେତ୍ରରେ ଅନେକ ବ୍ୟବସ୍ଥା କରିବାପାଇଁ କାର୍ଯ୍ୟପ୍ରକ୍ରିୟା ଜାରି ରଖିଛନ୍ତି . ଆଗାମୀ ଦିନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ନିଶ୍ଚୟ ସୁଧାର ଆସିବା "

  5. Our state govt. always gives priority to the education dept. and also working for the development of better education

  6. ରାଜ୍ୟ ସରକାରଙ୍କ ଦ୍ୱାରା ସରକାରୀ ବିଦ୍ୟାଳୟ କୁ ମଧ୍ୟ ବହୁ ମାତ୍ରାରେ ଗୁରୁତ୍ୱ ଦେଉଥିବା ବେଳେ |କିଛି ସ୍କୁଲ ରେ ଅବ୍ୟାବସ୍ତା ଦେଖା ଦେଉଛି ନିକଟସ୍ଥ ପ୍ରଶାସନ ଏହାର ତଦନ୍ତ କରିବା ଉଚିତ |

  7. ରାଜ୍ୟ ସରକାର ନିଶ୍ଚୟ ଶିକ୍ଷା କ୍ଷେତ୍ରରେ ବିକାଶ କରିବେ ବୋଲି ଆମର ଆଶା |

  8. ସମସ୍ତ ବିଦ୍ୟାଳୟ କୁ ପ୍ରଶାସନ ଗୁରୁତ୍ୱ ଦେଇଥିବା ବେଳେ ଏହାକୁ ମଧ୍ୟ ପ୍ରଶାସନ ଜାଣି ନିଶ୍ଚୟ ସମାଧାନ କରିବେ ବୋଲି ଆଶା ।

  9. Sala sarakarrrr ,,tuuuu private school ku permission kana painnnn deuuuuchhhu….Sala…bepara karuchhha….jadi private school na Heba 100% pila govt school re pahanchibaaa…Sala sarakara tuuu kn karuuuchhhu beee…stop private school then wait what will be the results…

  10. Sir might be u r right but you really think that the Education system is good in Odisha?
    Education system is very poor in Odisha . Government must take action and think about future of children.

Leave a Reply

Your email address will not be published. Required fields are marked *